କଙ୍ଗୋ ବିମାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲା ରୁୱାଣ୍ଡା : ନିଆଁ ଲାଗିବା ସତ୍ତ୍ୱେ ସୁରକ୍ଷିତ ଓହ୍ଲାଇଲା ସୁଖୋଇ

ଗୋମା : କିଛି ବର୍ଷର ଶାନ୍ତି ପରେ ଆଫ୍ରିକୀୟ ଦେଶ ରୁୱାଣ୍ଡା ଓ କଙ୍ଗୋ ମଧ୍ୟରେ ପ୍ରାୟ ୩ ଦଶନ୍ଧି ଧରି ଚାଲିଥିବା ଶତ୍ରୁତା ପୁଣି ଉଜାଗର ହୋଇଛି। ଗତ ମଙ୍ଗଳବାରଦିନ ରୁୱାଣ୍ଡା ପକ୍ଷରୁ କଙ୍ଗୋର ଏକ ଯୁଦ୍ଧ ବିମାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରାଯିବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ସଂପର୍କରେ ରୱାଣ୍ଡା ଅଭିଯୋଗ କରିଛି ଯେ କଙ୍ଗୋର ଯୁଦ୍ଧ ବିମାନଗୁଡ଼ିକ ଏହାର ଆକାଶସୀମା … Continue reading କଙ୍ଗୋ ବିମାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲା ରୁୱାଣ୍ଡା : ନିଆଁ ଲାଗିବା ସତ୍ତ୍ୱେ ସୁରକ୍ଷିତ ଓହ୍ଲାଇଲା ସୁଖୋଇ